ସିଉକା Siukā

  • ଦେ. ବି (ସଂ. ଚତୁଷ୍କ) — ଟଙ୍କାର ଚତୁର୍ଥାଂଶ ମୁଦ୍ରା — A four anna bit
  • ଦେ. ବି (ସଂ. ଚତୁଷ୍କ) — [ଦ୍ର—ଭାରତ ପ୍ରଚଳିତ ଏ ମୁଦ୍ରା ପୂର୍ବେ ରୂପାରେ ତିଆରି ହେଉଥିଲା; ଏବେ ବ୍ରୋନ୍ଜ୍ — (Bronze)ଧାତୁରେ ତିଆରି ହେଉଅଛି]