ସିଉକାର (ଇତ୍ୟାଦି) Siukāra (etc)

  • ଗ୍ରା. ବି (ସଂ. ସ୍ୱୀକାର) — ସୀଉକାର ଇତ୍ୟାଦି (ଦେଖ) — Sīukāra etc. (See)
  • ଗ୍ରା. ବି (ସଂ. ସ୍ୱୀକାର) — (ଉ— ସୁନାମୁଦି ସିଉକାର, ସେ କି ଦୁଇ ସିଉକାର। ଢଗ।)
  • ଦେ. ବିଣ — ଚାରି ଅଣା ମୂଲ୍ୟର — Of the value of a four anna bit