ସିଆଡ଼ି ଗଣ୍ଠିଫେରାଇବା Siāṟḍ̠i gaṇṭhi pherāibā

  • ପ୍ରାଦେ. (ଗଡ଼ଜାତ) କ୍ରି — (ଗଡ଼ଜାତର ଭୂୟାଁ, କନ୍ଧଆଦି ଅନାର୍ଯ୍ୟ— ମାନେ) ସିଆଡ଼ି ଲଇରେ ଗଣ୍ଠି ପକାଇ ରାଜ୍ୟତମାମ ବିଦ୍ରୋହ ବା ମେଳିର ଉତ୍ତେଜନାମୂଳକ ଚିହ୍ନ ଗ୍ରାମରୁ ଗ୍ରାମାନ୍ତରକୁ ଫେରାଇବା — (Said of the people and specially non-aryan people of the Orissa States)— To despatch from one village to another a Siaṟḍ̠i creeper with knots as an incitement and indication to rise in or join a revolt
  • ପ୍ରାଦେ. (ଗଡ଼ଜାତ) କ୍ରି — [ଦ୍ର—ଯେଉଁ ଗ୍ରାମର ଲୋକ ମେଳିରେ ଯୋଗ ଦେବାକୁ ସ୍ୱୀକୃତ ହୁଅନ୍ତି ସେମାନେ ଉକ୍ତ ଲଇରେ ଗୋଟିଏ ଗଣ୍ଠି ପକାନ୍ତି। ଗଣ୍ଠି ବୁଲି ସାରି ମୂଳସ୍ଥାନକୁ ଫେରି ଆସିଲେ ମେଳିର ସୂତ୍ରପାତ ହୁଏ। କ୍ଷେତ୍ରମୋହନ, କେନ୍ଦୁଝର ଇତିହାସ।]