ସିଆଣାରେ ସିଆଣାରେ କୋଳା କୋଳି Siāṇāre siāṇāre koḻā koḻi

  • ଦେ. ପ୍ରବଚନ — ପରସ୍ପର ପ୍ରତି କପଟ ବନ୍ଧୁତା ଦେଖାଇବା; ଦୁଇ ଜଣ ଧୂର୍ତ୍ତ ବ୍ଯକ୍ତିଙ୍କ ମଧ୍ୟରେ କୂଟ ବନ୍ଧୁତାର ଆଦାନ ପ୍ରଦାନ — Exchange of civilities between two sly persons