ସିଆଣ ପାଗଳ Siāṇā pāgaḻa

  • ଦେ. ବିଣ — ଯେଉଁ ଦୋଷୀ ବା ଅନ୍ଯାୟକାରୀ ବ୍ଯକ୍ତି ନିଜର ଦୋଷ ବା ଅନ୍ଯାୟ ପ୍ରକାଶିତ ହେବା କଥା ଆଗରୁ ଜାଣି ପାରି ବାତୁଳତାର ବାହାନା କରେ — A wrong doer or offender who feigns madness to screen or excuse his wrong or crime
  • ଦେ. ବିଣ — ଯେଉଁ ଚତୁର ବ୍ଯକ୍ତି ବାତୁଳତାର ଭାନ କରେ — A clever person who feigns insanity
  • ଦେ. ବିଣ — ବାହାରେ ଲୋକଙ୍କୁ ଦେଖାଇବା ପାଇଁ ବାତୁଳ ବା ସରଳ କିନ୍ତୁ ପ୍ରକୃତରେ ଧୂର୍ତ୍ତ ବା କୁଟବୁଦ୍ଧି ବ୍ଯକ୍ତି — A person who is wicked or sly at heart but affects frankness or madness