ସିଆକାଟୁ Siākāṭu

  • ପ୍ରାଦେ. (ଗଞ୍ଜାମ) ବି (ତେଲୁଗୁ) — ସ୍ତ୍ରୀ ଲୋକମାନଙ୍କ ମଣିବନ୍ଧରେ ପିନ୍ଧାଯିବା ବଳୟ ବିଶେଷ — A kind bracelet
  • ପ୍ରାଦେ. (ଗଞ୍ଜାମ) ବି (ତେଲୁଗୁ) — [ଉ—କଡ଼ିଆଳି ସମୀପେ ସିଆକାଟୁ ଦେଲେ ପଞ୍ଚି।—କବିସୂର୍ଯ୍ୟ, ଚନ୍ଦ୍ରକଳା।]