ସିଆଁଇବା, ସିଆଁଇଁବା Siañi(iñ)bā

  • ଦେ. କ୍ରି (ସଂ ସୀବ୍ ଧାତୁ ଣିଜନ୍ତ) — (ସିଇଁବା କ୍ରିୟାର ଣିଜନ୍ତ ରୂପ) ଅନ୍ୟଦ୍ୱାରା ସିଲାଇକର୍ମ କରାଇବା — (Causative of Ṡiiñbā) To cause to be sewn
  • ଦେ. କ୍ରି (ସଂ ସୀବ୍ ଧାତୁ ଣିଜନ୍ତ) — [ଉ—ସିଆଇଁ ଝୁଲିକି ତା ବକ୍ଷସ୍ଥଳୀକି କେଉଁ ମମତାରେ ସମ୍ପାଦିଛି।—ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି]
  • ଦେ. କ୍ରି (ସଂ ସୀବ୍ ଧାତୁ ଣିଜନ୍ତ) — (ସଂ. ସୀବ୍ ଧାତୁ) ସିଇଁବା (ଦେଖ) — Siiñbā (See)