ସିଂହାସ୍ୟ Siṁhāsya

  • ସଂ. ବି — (ସିଂହ+ଆସ୍ୟ=ମୁଖ; 6 ଷ୍ଠୀ ତତ୍)— ସିଂହର ମୁଖ — (ସିଂହ+ଆସ୍ୟ=ମୁଖ;6ଷ୍ଠୀ ତତ୍)— ସିଂହର ମୁଖ—. Lion's face
  • ସଂ. ବି — (ବହୁବ୍ରାହି) ବାସକ (ଅମର); ବାସଙ୍ଗ ଗଛ — The Vasaca tree
  • ସଂ. ବିଣ. ପୁଂ. (ବହୁବ୍ରୀହି; ସିଂହର ମୁଖ ପରି ମୁଖ ଯାହାର) ସିଂହ ପରି କରାଳମୁଖଯୁକ୍ତ — Having the face as ferocious as that of a lion