ସିଂହାସନ Siṁhāsana
- ସଂ. ବି (ମଧ୍ୟପଦଲୋପୀ କର୍ମଧାରୟ; ସିଂହ ଚିହ୍ନିତ ଆସନ; ଏଥିରେ ସିଂହର ମୂର୍ତ୍ତି ଥାଏ) — ରାଜଗାଦି; ସ୍ୱର୍ଣ୍ଣମୟ ରାଜାସନ; ଯାହା ଉପରେ ବସି ରାଜା ରାଜ— ପଦରେ ଅଭିଷିକ୍ତ ହୁଅନ୍ତି — A king's throne
- ସଂ. ବି (ମଧ୍ୟପଦଲୋପୀ କର୍ମଧାରୟ; ସିଂହ ଚିହ୍ନିତ ଆସନ; ଏଥିରେ ସିଂହର ମୂର୍ତ୍ତି ଥାଏ) — ଦେବତାଙ୍କର ବିଜେ କରିବା ଆସନ ବା ବଇଠି — A throne of pedestal on which an idol is installed
- ସଂ. ବି (ମଧ୍ୟପଦଲୋପୀ କର୍ମଧାରୟ; ସିଂହ ଚିହ୍ନିତ ଆସନ; ଏଥିରେ ସିଂହର ମୂର୍ତ୍ତି ଥାଏ) — ଯୋଗାସନ ବିଶେଷ — A sort of posture during in spiritual mediation
- ସଂ. ବି (ମଧ୍ୟପଦଲୋପୀ କର୍ମଧାରୟ; ସିଂହ ଚିହ୍ନିତ ଆସନ; ଏଥିରେ ସିଂହର ମୂର୍ତ୍ତି ଥାଏ) — [ଦ୍ର—ଏଥିରେ ଚେକା ପକାଇ ବସି ଦୁଇ ଗୋଇଠିକୁ ଅଣ୍ଡକୋଷର ତଳେ ଦୁଇ ପାଖରେ ଲଗାଇ (ଅର୍ଥାତ୍ ବାଆଁ ଗୋଇଠିକୁ ଅଣ୍ଡ— କୋଷ ତଳେ ଡାହାଣ ପାଖେ ଓ ଡାହାଣ ଗୋଇଠିକୁ ଅଣ୍ଡ— କୋଷ ତଳେ ବାଆଁ ପାଖେ ଲଗାଇ ରଖି) ଦୁଇ କରତଳର ସଂପ୍ରସାରିତ ପୃଷ୍ଠକୁ ଜାନୁ ବା ଜଘଂ ଉପରେ ରଖି ସିଧା ହୋଇ ବସି ନାସାଗ୍ର ପ୍ରତି ଦୃଷ୍ଟି ପକାଇବାକୁ ହୁଏ। —ହଠଯୋଗ ପ୍ରଦୀପ]
- ସଂ. ବି (ମଧ୍ୟପଦଲୋପୀ କର୍ମଧାରୟ; ସିଂହ ଚିହ୍ନିତ ଆସନ; ଏଥିରେ ସିଂହର ମୂର୍ତ୍ତି ଥାଏ) — ଷୋଡ଼ଶ ରତି ବନ୍ଧାନ୍ତର୍ଗତ ଚତୁର୍ଦଶ ବନ୍ଧ — A posture during coition
- ସଂ. ବି (ମଧ୍ୟପଦଲୋପୀ କର୍ମଧାରୟ; ସିଂହ ଚିହ୍ନିତ ଆସନ; ଏଥିରେ ସିଂହର ମୂର୍ତ୍ତି ଥାଏ) — [ଉ—ଏଥିରେ ପୁରୁଷ ନିଜର ଜଂଘ ଓ ବାହୁ ମଧ୍ୟରେ ସ୍ତ୍ରୀର ପଦଦ୍ୱୟକୁ ଧାରଣ କରି ସ୍ତ୍ରୀର ସ୍ତନ ଧାରଣ ପୂର୍ବକ ରମଣ କରେ। —ରତିମଞ୍ଜରୀ]