ସିଂହାସନାଧିରୂଢ଼ Siṁhāsanādhirūṟḍ̠ha

  • ସଂ. ବିଣ. ପୁଂ. ( 7 ମୀ ତତ୍) — ସିଂହାସନରେ ଉପବିଷ୍ଟ — Ascending or sitting on throne
  • ସଂ. ବିଣ. ପୁଂ. ( 7 ମୀ ତତ୍) — ରାଜ୍ୟାଧିକାରପ୍ରାପ୍ତ — Installed on the throne