ସିଂହାନ Siṁhāna
- ସଂ. ବି (ସିନିଘ୍ ଧାତୁ=ଶୁଂଘିବା+କର୍ମ. ଆନ) — ଲୌହମଳ (ଅମର); ମଣ୍ଡୂର; ଲୁହାଗୁହ — Rust of iron; the dross of iron
- ସଂ. ବି (ସିନିଘ୍ ଧାତୁ=ଶୁଂଘିବା+କର୍ମ. ଆନ) — [ଦ୍ର—ଏହା ପାଣ୍ଡୁ ରୋଗ ନାଶ କରେ।]
- ସଂ. ବି (ସିନିଘ୍ ଧାତୁ=ଶୁଂଘିବା+କର୍ମ. ଆନ) — [ଶିଂ(ସିଂ)ଘାଣ—ଅନ୍ଯରୂପ]
- ସଂ. ବି (ସିନିଘ୍ ଧାତୁ=ଶୁଂଘିବା+କର୍ମ. ଆନ) — ନାସିକା ମଳ; ସିଘାଂଣି — Snot; mucus of the nose
- ଦେ. ବି — ପରାକ୍ରମୀ — Powerful
- ଦେ. ବି — [ଉ— ତୁମ୍ଭର ବଳେ ଚାରି ଭାଇଏ ସିଂହାଣ। କୃଷ୍ଣସିଂହ, ମହା— ଭାରତ, ବନ।]
- ଦେ. ବି — ଚତୁର — Cunning
- ଦେ. ବି — [ଉ— କୃଷ୍ଣ ଅଗ୍ରଜ ସିଂହାଣ, କଲେ ବିଚିତ୍ର ମାଲ ବିନ୍ଧାଣ। ଦୀନକୃଷ୍ଣ, ରସକଲ୍ଲୋଳ।]
- ଦେ. ବି — ପୁରୁଷସିଂହ; ବୀର — A hero like the lion
- ଦେ. ବି — [ଉ— ଡାକିଲେ ଆହେ କ୍ଷତ୍ରିୟ ସିଂହାଣ। କୃଷ୍ଣସିଂହ, ମହାଭାରତ, ବନ।]
- ଦେ. ବି — ଧାନ — Paddy