ସିଂହଦ୍ୱାର Siṁhadwāra

  • ସଂ. ବି (ମଧ୍ୟପଦଲୋପୀ କର୍ମଧାରୟ; ସିଂହମୂର୍ତ୍ତ ଚିହ୍ନିତ ଦ୍ୱାର; ଏଥିର ଦୁଇ ପାଖରେ ସିଂହର ମୂର୍ତ୍ତି ଥାଏ) — ରାଜପ୍ରାସାଦ ଓ ଦେବାଳୟକୁ ପ୍ରବେଶକରିବା ପାଇଁ ପ୍ରଧାନ ବା ସଦର ଦୁଆର — The main entrance to a palace or temple