ସିଂହଟାଳୀ Siṁhaṭaḻī

  • ଦେ. ବି — ଏକ ପ୍ରକାର ଶଳ୍କ ହୀନ କ୍ଷୁଦ୍ର ମତ୍ସ୍ୟ; ଏହାର ଦୁଇ ଗାଲିରେ ଦୁଇଟା କଣ୍ଟା ଥାଏ; ଏହାକୁ ସିଂଘୀମାଛ କହନ୍ତି — A species of small fish