ସିଂହ ଲୀଳ Siṁha liḻa

  • ସଂ. ବି (ସିଂହ+ଲୀଳା; ବହୁବ୍ରୀହି) — ସିଂହ ପରି ଲୀଳା— ଯୁକ୍ତ — Sportive as a lion
  • ସଂ. ବି — ରତିବନ୍ଧ ବିଶେଷ — A sort of posture during coition
  • ସଂ. ବି — [ଦ୍ର—ଏହା 'ବିପରୀତ' ରତିବନ୍ଧ ବିଶେଷ। ଏ ବନ୍ଧରେ ନାରୀ ଭୂମିରେ କିମ୍ବା କାନ୍ତର ଊରୁ ଦେଶରେ ପଦ ଦ୍ୱୟ ସ୍ଥାପନ କରି ରମଣ କରେ—ରତି ମଞ୍ଜରୀ।]