ସିଂହ ରାଠୋର Siṁha rāṭhora

  • ପ୍ରାଦେ. (ସିଂହଭୂମ) ବି — କ୍ଷତ୍ରିୟ ଜାତି ବିଶେଷ — A race of Kshatriyas
  • ପ୍ରାଦେ. (ସିଂହଭୂମ) ବି — [ଦ୍ର—ରାମେଶ୍ୱରର ଶିବଲିଙ୍ଗ ରକ୍ଷା ପାଇଁ ଶ୍ରୀରାମ ଟୀକା ଦେଇ ଏହି ବଂଶ ସ୍ଥାପନ କରିଥିଲେ। ଏମାନଙ୍କ ବଂଶଧରମାନେ ରାଷ୍ଟ୍ରକୂଟ ବାଟେ କନୌଜ ଆସିଥିଲେ। କନୌଜରୁ ଦଳେ ମାରବାଡ଼ ଗଲେ। ଦଳେ ପୁଣି ଶ୍ରୀକ୍ଷେତ୍ର ଦେଇ ବେଣୁ ରାଜାଙ୍କ ରାଜ୍ୟରେ ପୋଡ଼ାହାଟ ରାଜ୍ୟ ସ୍ଥାପନ କଲେ। ପୋଡ଼ାହାଟରୁ ଅଭିରାମ ସିଂହଙ୍କ ପ୍ରପିତାମହ ବିକ୍ରମ ସିଂହ ଆସି ସଢ଼ୈକଳା ରାଜ୍ୟ ସ୍ଥାପନ କରିଥିଲେ—ହି. ଶ]