ସିଂହ ମୁଖ Siṁha mukha

  • ସଂ. ବି ( 6 ଷ୍ଠୀ ତତ୍) — ସିଂହର ମୁଖ — Lion's face
  • ସଂ. ବି ( 6 ଷ୍ଠୀ ତତ୍) — ହସ୍ତୀର ଭୂଷଣ ବିଶେଷ — Name of a sort of trapping of the elephant