ସିଂହ ବାହିନୀ Siṁha bāhinī

  • ସଂ. ବି. ସ୍ତ୍ରୀ. (ସିଂହରୂପ ବାହ (ବାହନ)+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ଦୁର୍ଗା — Goddess Durgā
  • ସଂ. ବି. ସ୍ତ୍ରୀ. (ସିଂହରୂପ ବାହ (ବାହନ)+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — [ଦ୍ର—ଏ ସିଂହରେ ଆରୋହଣ କରି ମହିଷାସୁରଙ୍କୁ ବଧ କରିଥିଲେ।]