ସିଂହ ନାଦ Siṁha nāda
- ସଂ. ବି. ( 6 ଷ୍ଠୀ ତତ୍) — ସିଂହଧ୍ୱନି (ଦେଖ) — Siṁha dhwani (See)
- ସଂ. ବି. ( 6 ଷ୍ଠୀ ତତ୍) — ଯୋଦ୍ଧାମାନଙ୍କର ରଣୋତ୍ସାହଜ ରବ (ଅମର) — A war-cry; shout of warriors a roar made by wariors in the brunt of the fight
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଗଜଯୁଥ ଦର୍ଶନ କରି ସେହି ଦଳର ଛତ୍ରଭଙ୍ଗ କରାଇବାକୁ ସିଂହ ଯେଉଁ ଗର୍ଜ୍ଜନ କରେ ଏବଂ ଶତ୍ରୁଭଙ୍ଗ ଓ ନିଜ ଦଳର ଉତ୍ସାହବୃଦ୍ଧି ପାଇଁ ଯୋଦ୍ଧା ଯେଉଁ ଗର୍ଜ୍ଜନ ଶବ୍ଦ କରେ ତାକୁ ସିଂହନାଦ ବୋଲାଯାଏ (ବିଶ୍ୱକୋଷ)।]
- ସଂ. ବି. ( 6 ଷ୍ଠୀ ତତ୍) — ମହାଦେବ (ମହାଭାରତ) — Mahādeba
- ସଂ. ବି. ( 6 ଷ୍ଠୀ ତତ୍) — ସଂସ୍କୃତ ଛନ୍ଦୋବିଶେଷ — Name of Sanscrit metre
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଏଥିର ପ୍ରତି ଚରଣରେ 13 ଅକ୍ଷର ଥାଏ; 3 ୟ, 5 ମ, 12 ଶ ଓ ତ୍ରୟୋଦଶ ଅକ୍ଷର ଗୁରୁ; ଅନ୍ଯ ବର୍ଣ୍ଣମାନ ଲଘୁ—ଛନ୍ଦୋମଞ୍ଜରୀ।] — [ଦ୍ର—ଏଥିର ପ୍ରତି ଚରଣରେ13ଅକ୍ଷର ଥାଏ;3ୟ,5ମ,12ଶ ଓ ତ୍ରୟୋଦଶ ଅକ୍ଷର ଗୁରୁ; ଅନ୍ଯ ବର୍ଣ୍ଣମାନ ଲଘୁ—ଛନ୍ଦୋମଞ୍ଜରୀ]