ସିଂହ ତୁଣ୍ଡ Siṁha tuṇḍa
- ସଂ. ବି — ସେହୁଣ୍ଡ ବୃଷ; ସିଝୁ ଗଛ (ରାଜନିର୍ଘଣ୍ଟ) — Euphorbia Nerifolia
- ସଂ. ବି — ଏକ ପ୍ରକାର ମାଛ (ବିଶ୍ୱକୋଷ) — A kind of fish
- ସଂ. ବି — [ଦ୍ର—ମାଗୁର ପ୍ରଭୃତି ମାଛଙ୍କୁ ସିଂହତୁଣ୍ଡ ବୋଲାଯାଏ। ଦୈବ ଓ ପୈତ୍ର କର୍ମରେ ଏ ମତ୍ସ୍ୟ ବ୍ଯବହାର୍ଯ୍ୟ— ମନୁ 5/16 ।] — [ଦ୍ର—ମାଗୁର ପ୍ରଭୃତି ମାଛଙ୍କୁ ସିଂହତୁଣ୍ଡ ବୋଲାଯାଏ ଦୈବ ଓ ପୈତ୍ର କର୍ମରେ ଏ ମତ୍ସ୍ୟ ବ୍ଯବହାର୍ଯ୍ୟ— ମନୁ5/16]