ସିଂହ କେଶର Siṁha keṡara

  • ସଂ. ବି. ( 6 ଷ୍ଠୀ ତତ୍) — ସଟା; ସିଂହଜଟା; ସିଂହର— ମୁହଁ, ମୁଣ୍ଡ ଓ ବେକରେ ଥିବା ଲମ୍ବ କେଶର — The manes of a lion
  • ସଂ. ବି. ( 6 ଷ୍ଠୀ ତତ୍) — ବକୁଳ ଗଛ (ତ୍ରିକାଣ୍ଡ ଶେଷ) — The Bakula tree; Mimusops Elengi