ସିଂବଙ୍ଗା Siṁbaṇgā
- ପ୍ରାଦେ. (କୋହ୍ଲ)ବି — ସୂର୍ଯ୍ୟ (ଦେବତା) — The Sun (God)
- ପ୍ରାଦେ. (କୋହ୍ଲ)ବି — [ଦ୍ର—କୋହ୍ଲମାନେ ବିବାହ ନିଷ୍ପତ୍ତି ପାଇଁ ଗ୍ରାମପଞ୍ଚାଏତ ବା ବିଚାରପତିଙ୍କ ନିକଟ ନିମ୍ନ— ଲିଖିତ ଶପଥ କରନ୍ତି— 'ସିରିବାରେ ସିଂବଙ୍ଗା ଏତେରବ ନାଗେ ଏରା' (ଏଥିର ଅର୍ଥ—ଉପରେ ସୂର୍ଯ୍ୟଦେବତା ଓ ତଳେ ବାସୁକି ମାତାଙ୍କ ନାମ ଧରି ମୁଁ ଶପଥ କରୁଛି।]