ସିଂଗାରି ହେବା Siṁgāri hebā

  • ଦେ. କ୍ରି — ବିବାଦ ବା ଗୋଳମାଳ କରିବାକୁ ରାଗରେ ରବେଇ ଖବେଇ ହେବା; ରାଗାନ୍ୱିତ ହୋଇ କୌଣସି ଅସତ୍କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ବାଟ ଖୋଜିବା