ସିଁଥି Siñthi

  • ଦେ. ବି (ସଂ. ସୀମିନ୍ତ) — ସୁନ୍ଥା; ସୀମନ୍ତ — Parting of the hair over the brow
  • ଦେ. ବି (ସଂ. ସୀମିନ୍ତ) — ସୀମନ୍ତର ଅଳଙ୍କାରବିଶେଷ — An ornament for the hair of the forehead