ସି ଅକ୍ଷର Si akshara
- ଦେ. ବି (ଓଡ଼ିଆ ଶିଶୁର ପ୍ରଥମେ ବିଦ୍ୟାରମ୍ଭବେଳେ ଗୁରୁ ଭୂମିରେ ଖଡ଼ିଦ୍ୱାରା 3 ଗୋଟି ମୁଣ୍ଡଳା କାଟି କିମ୍ବା ସିଧିରସ୍ତୁ (ସଂ. ସିଦ୍ଧିରସ୍ତୁ=ବିଦ୍ଯା ସିଦ୍ଧି ହେଉ) ଲେଖି ଶିଶୁଙ୍କ ହାତ ଧରି 'ସିଧୁରସ୍ତୁ' ଉଚ୍ଚାରଣ କରି ତାହା ଉପରେ ଶିଶୁର ହାତକୁ ଚାଳିତ କରନ୍ତି। ଏହି ଶବ୍ଦର ପ୍ରଥମ ଅକ୍ଷର 'ସି' ଥିବାରୁ ଏପରି ନାମ ହୋଇଅଛି।) ବିଦ୍ୟାରମ୍ଭରେ ଶିଶୁର ବୋଲିବା ଓ ଲେଖିବା ପ୍ରଥମ ଅକ୍ଷର — The 1st letter written and uttered by a child when first ceremonially learning to write