ସି ଅକ୍ଷର ବରୁଣେଇ ପର୍ବତ, (ତାକୁ) Si akshara baruṇei parbata

  • ଦେ. ପ୍ରବଚନ — ଗଜମୂର୍ଖ ବ୍ଯକ୍ତିପ୍ରତି ପ୍ରୟୋଗ କରାଯିବା ବାକ୍ୟ [ଅର୍ଥାତ୍ ତାହାର ବିଦ୍ୟାରମ୍ଭ ସୁଦ୍ଧା ହୋଇ ନ ଥିବାରୁ ତାକୁ 'ସି' ଅକ୍ଷର ବରୁଣାଇ ପର୍ବତ (ଖୋରଧାର ବଡ଼ ପାହାଡ଼ ଓ କଟକର ମହାବିନାୟକଙ୍କ ପର୍ବତ) ପରି ବଡ଼ ଓ ଅସାଧ୍ୟ ଜଣା ଯାଉଛି]—ସେ ନିରକ୍ଷର ବା ମୂର୍ଖ ଅଟେ — (a phrase used to denote a person who has not even begun the alphabets, and to whom the 1st letter of a beginner appears like a mountain) He is illiterateor unlettered