ସାୟ Sāya
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ) — ଦିନାନ୍ତ; ସାୟଂକାଳ; ସନ୍ଧ୍ୟା (ଅମର) — Evening
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ) — ବାଣ; ଶର [ମେଦିନୀ] — Arrow
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ) — [+ଭାବ ଅ] ନାଶ — Destruction
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ) — ଅବସାନ — Close
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ) — ଶେଷ — Finish; end
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ) — ଉତ୍ସବ (ତ୍ରିକାଣ୍ଡଶେଷ) — Festival
- ଗ୍ରା. ବି (ସଂ. ସାହାଯ୍ୟ) — ସାହାଯ୍ୟ — Help
- ବିଣ (ବଙ୍ଗଳାରୁ ଅନୁକୃତ) ସମାପ୍ତ — Finished