ସାୟଂ ପ୍ରାତରାଶୀ Sāyaṁ prātarāṡī

  • ସଂ. ବି. ପୁଂ (ସାୟଂ ପ୍ରାତଃ+ଅଶ୍ ଧାତୁ+କର୍ତ୍ତୃ. ଇନ; 1 ମା. 1 ବ) — ସନ୍ଧ୍ୟା ବେଳେ ଓ ସକାଳେ ଭୋଜନକାରୀ — Taking food in the evening and morning