ସାୟଂ କାଳ Sāyaṁ kāḻa

  • ସଂ. ବି — ସନ୍ଧ୍ୟା; ଦିନାନ୍ତ; ସାୟଂସନ୍ଧ୍ୟାକାଳ — Nightfall; evening; eventide
  • ସଂ. ବି — [ଦ୍ର—ଦିବସର ଅନ୍ତିମ ଏକ ଦଣ୍ଡ ଓ ରାତ୍ରିର ପ୍ରଥମ ଏକ ଦଣ୍ଡ, ଏହି ଦୁଇଦଣ୍ଡକାଳ ସାୟଂ— କାଳ—ବିଶ୍ୱକୋଷ]