ସାଡ଼ ସାତି Sāṟḍ̠a sāti

  • ଦେ. ବି (ସଂ. ସାର୍ଦ୍ଧ ସପ୍ତ) — ଫଳିତ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ବିଶିଷ୍ଟ ଅବସ୍ଥାନ ଜନିତ ମନୁଷ୍ୟର ମନ୍ଦ ଦଶା — (astrology) Evil extending over 7 1/2 years in a man's life due to a very inauspicious position of the planet Saturn