ସାହେବାନା Sāhebānā

  • ଦେ. ବି — ସାହେବ ବା ଇଉରୋପୀୟମାନଙ୍କର ଭାବ, ଆଚରଣ ବା ପଦ୍ଧତି — European mode or conduct or fashion
  • ବିଣ — ସାହେବାନି (ଦେଖ) — Sāhebāni (See)