ସାହେବ ଜାଦା Sāheba jādā

  • ଦେ. ବି (ଫୀ) — ମୁସଲମାନ୍ ଭଦ୍ରସନ୍ତାନ — The son of a Mohomedan gentleman
  • ଦେ. ବି (ଫୀ) — [ଦ୍ର—ଏହି ନାମରେ କଟକ ସହରରେ ଗୋଟିଏ ବଜାର ଅଛି। ଭାଷାକୋଷ ଲେନ୍ ଓ ଆଶ୍ରମ ଏହି ବଜାରରେ ଅବସ୍ଥିତ।]