ସାହିତ୍ୟ ରଥୀ Sahitya rathī

  • ସଂ. ବି (ଆଧୁନିକ ପ୍ରୟୋଗ; ସାହିତ୍ୟରେ ରଥୀ— ସ୍ୱରୂପ) — ସାହିତ୍ୟ ଓ ରଚନା ଆଦିରେ ଧୁରନ୍ଧର ବ୍ଯକ୍ତି; ସାହିତ୍ୟ ସେବକମାନଙ୍କ ମଧ୍ୟରେ ପ୍ରଧାନ ବ୍ଯକ୍ତି — A person versed in literature; an authority in literary matters