ସାହିତ୍ୟ ବିଶାରଦ Sāhitya biṡārada

  • ସଂ. ବି ଓ ବିଣ ପୁଂ — ପଣ୍ଡିତଙ୍କୁ ପ୍ରଦତ୍ତ ଉପାଧିବିଶେଷ; ସାହିତ୍ୟରେ ଧୁରନ୍ଧର ବ୍ଯକ୍ତି — A title given to exceptionally proficient persons in literature