ସାହାସୁଜା Sāhāsujā

  • ବୈଦେ. ବି (ନାମ) — ଆଫଗାନି ସ୍ଥାନର ଜଣେ ଅମୀର — Name of an A meer of Afghanistan
  • ବୈଦେ. ବି (ନାମ) — [ଦ୍ର—ଏହାଙ୍କୁ ଦୋସ୍ତ ମହମ୍ମଦ୍ ସିଂହାସନରୁ ତଡ଼ି ଦେବାରୁ ଏ ଭାରତକୁ ଆସି ଇଂରାଜମାନଙ୍କର ଶରଶ ପଶିଲେ। ଭାରତର ଗଭର୍ଣ୍ଣର୍ ଜେନରଲ୍ ଲଡ୍ ଅକ୍ଲାଣ୍ଡ୍ ଏହାଙ୍କୁ ସାହାଯ୍ୟ ଦେଇ 1840 ସାଲରେ ଆଫଗାନିସ୍ଥାନର ସିଂହାସନରେ ବସାଇଲେ; କିନ୍ତୁ ପ୍ରଜାମାନେ ମେଳି କରି ଏହାଙ୍କୁ 1842 ସାଲରେ ହତ୍ୟା କଲେ ଓ ତତପରେ ଦୋସ୍ତ୍ ମହମ୍ମଦ୍ ଇଂରାଜମାନଙ୍କ ସଙ୍ଗେ ସନ୍ଧି କରି କାବୁଲର ଅମୀର ହେଲେ।] — [ଦ୍ର—ଏହାଙ୍କୁ ଦୋସ୍ତ ମହମ୍ମଦ୍ ସିଂହାସନରୁ ତଡ଼ି ଦେବାରୁ ଏ ଭାରତକୁ ଆସି ଇଂରାଜମାନଙ୍କର ଶରଶ ପଶିଲେ ଭାରତର ଗଭର୍ଣ୍ଣର୍ ଜେନରଲ୍ ଲଡ୍ ଅକ୍ଲାଣ୍ଡ୍ ଏହାଙ୍କୁ ସାହାଯ୍ୟ ଦେଇ1840ସାଲରେ ଆଫଗାନିସ୍ଥାନର ସିଂହାସନରେ ବସାଇଲେ; କିନ୍ତୁ ପ୍ରଜାମାନେ ମେଳି କରି ଏହାଙ୍କୁ1842ସାଲରେ ହତ୍ୟା କଲେ ଓ ତତପରେ ଦୋସ୍ତ୍ ମହମ୍ମଦ୍ ଇଂରାଜମାନଙ୍କ ସଙ୍ଗେ ସନ୍ଧି କରି କାବୁଲର ଅମୀର ହେଲେ]