ସାହାଯ୍ୟ Sāhāj̄ya

  • ସଂ. ବି (ସହାୟ+ଯ) — ସହାୟତା — Help; aid; assistance
  • ସଂ. ବି (ସହାୟ+ଯ) — ଆନୁକୂଲ୍ୟ — Favour
  • ଦେ. ବି — ସ୍କୁଲ ଆଦି ଚଳାଇବା ପାଇଁ ସରକାରରୁ ମିଳିବା ଅର୍ଥ — Grant-in-aid or stipend given to a school or other institution from public funds