ସାହାଭୂତ Sāhābhūta

  • ଦେ. ବିଣ (ସଂ. ସହାୟଭୂତ) — ସଜୀବ ରୂପେ ଉପଗତ — personified
  • ଦେ. ବିଣ (ସଂ. ସହାୟଭୂତ) — [ଉ—ତକ୍ଷକ ପୁତ୍ର ସାହାଭୂତ ସର୍ପଶରେ, ଯାଇଣ ଭେଟିଲେଟି କୃଷ୍ଣଙ୍କ ଦେହରେ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ]