ସାହାପକ୍ଷ Sāhāpaksha
- ଗ୍ରା. ବି (ସଂ. ସପକ୍ଷ; ସହାୟ+ପକ୍ଷ) — ସହାୟ — Help
- ଗ୍ରା. ବି (ସଂ. ସପକ୍ଷ; ସହାୟ+ପକ୍ଷ) — (ଉ—ତାର ନିଶ୍ଚେ କେହି ସାହାପକ୍ଷ ଅଛି— ନୀଳକଣ୍ଠ, ପିଲାଙ୍କ ରାମାୟଣ।)
- ବିଣ — ଅନୁକୂଳ — Favourably disposed
- ବିଣ — ସହାୟକାରୀ — Helping
- ବିଣ — [ଉ—ଅପାରଲୋକ ସାହାପକ୍ଷ, ଭଜିଲେ ଯାଚି ଦେଉ ମୋକ୍ଷ। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ]