ସାସ୍ପିଡ୍ ଇନାମ୍ Sāspiḍ inām

  • ପ୍ରାଦେ. (ଗଞ୍ଜାମ) ବି. (ଇଂ. ସସ୍ପେଣ୍ଡେଡ଼୍+ଫା. ଇନାମ୍)—(କଚିରିଆ ଭାଷା) — ଲାଖରାଜ ବାଜ୍ୟାପ୍ତି — Resumed rent-free land