ସାସାନ ଟାଙ୍ଗର Sāsāna ṭāṅgara

  • ପ୍ରାଦେ. (କୋହ୍ଳ) ବି — ଶବଦାହ ପରେ ମୃତବ୍ଯକ୍ତିର ଅସ୍ତି ଶ୍ମଶାନରୁ ଅଣାଯାଇ ଗ୍ରାମପ୍ରାନ୍ତରେ ଭୂଗର୍ଭରେ ପୋତାଯାଇ ତହିଁ ଉପରେ ସ୍ଥାପିତ ହେବା ପଥର — A slab of stone put on the bone of a cremated kohla (Ho), which is buried in the ground at the end of a village