ସାଷ୍ଟାମ କରିବା Sāshṭāma karibā

  • ଦେ. କ୍ରି — ଅଚେତ ବା କ୍ଳାନ୍ତ ହୋଇଥିବା ବ୍ଯକ୍ତିକୁ ସେବା ଶୁଶ୍ରୂଷାଦି ଦ୍ୱାରା ସଚେତ କରାଇବା — To restore a person to his normal condition by tending and nursing
  • ଦେ. କ୍ରି — [ଦ୍ର—ଦେଖି ମୁନିଙ୍କି ସାଷ୍ଟାମ କଲେ ମୁରାସୁର। ପୀତାମ୍ବର, ନୃସିଂହପୁରାଣ।]
  • ଦେ. କ୍ରି — ଶୁଶ୍ରୂଷାଦ୍ୱାରା କୌଣସି ବ୍ଯକ୍ତିର କ୍ଳାନ୍ତି ଦୂର କରିବା — To nurse a tired person