ସାଷ୍ଟାଙ୍ଗ ଯୋଗ Sāshṭāṅga j̄oga

  • ସଂ. ବି — ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣା, ସମାଧି, ଏହି ଆଠ ଗୋଟି ଅଙ୍ଗ ବିଶିଷ୍ଟ ଯୋଗ — Spiritual exercise consisting of eight steps