ସାଶ୍ରୟ Sāṡraya

  • ସଂ ବିଣ (ସ+ଆଶ୍ରୟ) — ଆଶ୍ରୟଯୁକ୍ତ — Sheltered
  • ସଂ ବିଣ (ସ+ଆଶ୍ରୟ) — ଆଧାର ସମନ୍ୱିତ — Having a support or receptacle