ସାଶ୍ ମଲ Sās-mala
- ଦେ. ବି (ସଂ. ସାହସ ମଲ୍ଲ) — ଶୂଦ୍ରମାନଙ୍କ ବଂଶୋପାଧି ବିଶେଷ — A family title of Ṡūdras
- ଦେ. ବି (ସଂ. ସାହସ ମଲ୍ଲ) — ସାହସୀ ପାଇକମାନଙ୍କୁ ରାଜାଙ୍କ ଦ୍ୱାରା ପ୍ରଦତ୍ତ ଉପାଧି ବିଶେଷ — A title given by Rājās to brave Soldier
- ଦେ. ବି (ସଂ. ସାହସ ମଲ୍ଲ) — [ଦ୍ର—ଓଡ଼ିଶାରେ ଶୂଦ୍ର ଜାତିଙ୍କ ଉପାଧି 'ସାମଲ'— ଏହି ଶବ୍ଦର ଅପଭ୍ରଂଶ।]