ସାଶ୍ରୁ ନୟନ Sāṡru nayana

  • ସଂ. ବି (କର୍ମଧା) — ଅଶ୍ରୁପୂର୍ଣ୍ଣ ନେତ୍ର — Tearful eye
  • ବିଣ. ପୁଂ (ବହୁବ୍ରୀହି) — ଯାହାର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଥାଏ — With eyes full of tears
  • ବିଣ. ପୁଂ (ବହୁବ୍ରୀହି) — (ସାଶ୍ରୁ ନୟନା, ସାଶ୍ରୁ ନେତ୍ରା, ସାଶ୍ରୁ ଲୋଚନା—ସ୍ତ୍ରୀ. ବିଣ)