ସାଳଗ Sāḻaga

  • ସଂ. ବି (ସଳ୍ ଧାତୁ+କର୍ତ୍ତୃ ଅଙ୍ଗ; ଅଗ) — ରାଗର ପ୍ରକାର— ବିଶେଷ — A class of musical tune in Hindu music
  • ସଂ. ବି (ସଳ୍ ଧାତୁ+କର୍ତ୍ତୃ ଅଙ୍ଗ; ଅଗ) — [ଦ୍ର—ଏହା ଅନ୍ଯ ରାଗ ସିହିତ ମିଶ୍ରିତ ନ ହୋଇ ମଧ୍ୟ ଅନ୍ଯ ରାଗର ଆଭାସ— ଯୁକ୍ତ ହୁଏ—ବିଶ୍ୱକୋଷ]