ସାଳଂକାର ରୀତି Sāḻṁkāra rīti
- ସଂ. ବି — ରୀତି 12 (ଦେଖ) — ରୀତି2(ଦେଖ)—Rīti 2 (See)
- ସଂ. ବି — [ଦ୍ର—ନିମ୍ନଲିଖିତ ପଦଗୁଡ଼ିକ ସାଳଙ୍କାର ରୀତିର ଉଦାହରଣ ଅଟେ। ଯଥା— ଶ୍ରବଣେ ଦୋଳଇ କୁଣ୍ଡଳ, ଦୋଳେ ନୀଳ ଅଳକ, ଲାବଣ୍ୟ ଦର୍ପଣ ପରାୟେ ଝଳେ ଗଣ୍ଡ ଫଳକ। ଅର୍ଦ୍ଧେନ୍ଦୁ ଲଲାଟେ ସିନ୍ଦୂର ବିନ୍ଦୁ ରମଇ ଆଖି, ନୁହଇ ସିନ୍ଦୁର, ରହିଛି ସ୍ମର—ହୃଦୟେ ଲାଖି। ଦଶନ ଅଂଶୁକ ମିଶଇ ନାଶାମଣି ଅଂଶୁକେ, ମୃତମଦ ବିନ୍ଦୁ ସୁନ୍ଦର ଶୋଭେ ଚାରୁଚିବୁକେ— ରାଧାନାଥ, ଚନ୍ଦ୍ରଭାଗା।]