ସାଲ୍ Sāl

  • ବୈଦେ. ବି (ଫା. ସାଲ୍) — ସନ; ଅବ୍ଦ; ବର୍ଷ — Year
  • ବୈଦେ. ବି (ଫା. ସାଲ୍) — ବଙ୍ଗାବ୍ଦ; ଉତ୍କଳାବ୍ଦ; ଆକବର ବାଦ୍ସାହଙ୍କ ପ୍ରବର୍ତ୍ତିତ ସନ — The Indian year calculated according to the orders of Emperor Akbar
  • ବୈଦେ. ବି (ଫା. ସାଲ୍) — ଇଂରାଜ୍ୟାବ୍ଦ — The English year
  • ବୈଦେ. ବି (ଫା. ସାଲ୍) — [ଦ୍ର—ସନ ତଳେ ନୋଟ୍ ଦେଖ]
  • ବୈଦେ. ବି (ଫା. ସାଲ୍) — (ଫା. ଶାଲ୍; ତୁଳ. ସଂ. ଚେଳ) ଘୋଡ଼ି ହେବା ପାଇଁ ବ୍ଯବହୃତ ପଶମୀ ବସ୍ତ୍ର — Shawl
  • ଦେ. ବି — ବଢ଼େଇଦ୍ୱାରା କାଠରେ କଟାଯିବା ଲମ୍ବ ଛିଦ୍ର — A long hole cut in a piece of wood
  • ଦେ. ବି — ଅନ୍ଯ କାଠ ପଶିବା ପାଇଁ କାଠରେ ଖୋଳାଯିବା କଣା — Mortise