ସାଲୋକ୍ୟ Sālokya

  • ସଂ. ବି (ସ+ଲୋକ=ଭୁବନ+ଯ) — ମୁକ୍ତିବିଶେଷ;ଯେଉଁ ମୁକ୍ତି ଲାଭ କଲେ ଭକ୍ତପ୍ରଭୁଙ୍କ ସହିତ ଏକଲୋକରେ ବାସ କରେ — A kind of salvation or beatitude in which the devotee resides in the same world with the Deity