ସାଲୁସାଲୁ Sālu sālu

  • ଦେ. ଅ — ବହୁ କ୍ଷୁଦ୍ର ଜୀବ (ଯଥା, ପୋକ) ଅଳ୍ପ ସ୍ଥାନରେ ଇତସ୍ତତଃ ହେବା — Too many tiny animals (e.g. insects) moving to and fro in a narrow space
  • ଦେ. ଅ — (ଯଥା—ଆମ ଆଧୁନିକ ଓଡ଼ିଶାରେ ମହାପୁରୁଷ ଲୁଚାକ ସାଲୁ ସାଲୁ ହେଉଅଛନ୍ତି।)
  • ଦେ. ଅ — ଅତ୍ୟଧିକ ସଂଖ୍ୟାରେ ପରିବ୍ୟାପ୍ତ — Abounding in excessive number
  • ଦେ. ଅ — (ଯଥା—ତା ମୁଣ୍ଡରେ ଉକୁଣୀ ସାଲୁ ସାଲୁ ହେଉଅଛନ୍ତି।)
  • ଦେ. ଅ — ଅସଂଖ୍ୟ ପୋକ ଯୋକ ଆଦିରେ ପରିବ୍ୟାପ୍ତ — Abounding in myriads of insects