ସାଲୁବାଲୁ Sālubālu

  • ଦେ. ଅ — ସାଲୁସାଲୁ (ଦେଖ) — Sālusālu. (See)
  • ଦେ. ଅ — ବସ୍ତୁମାନ ଇତସ୍ତତଃ ଓ କଦର୍ଯ୍ୟ ହୋଇ ରଖାଯାଇଥିବା ପ୍ରକାର — Absence of arrangement. elegance and method in anything
  • ଦେ. ଅ — ଅପରିଷ୍କୃତ ଓ ଅପରିଚ୍ଛନ୍ନ — Dirty
  • ଦେ. ଅ — ଆବର୍ଜନାଯୁକ୍ତ — Uncleansed
  • ଦେ. ଅ — ଗୋଳମାଳିଆ, ଅଡ଼ୁଆ — Confused
  • ପ୍ରାଦେ. (ପୁରୀ) ବି — ସଲବଲ (ଦେଖ) — Salabala. (See)